#ପାଟଣାଗଡ଼_ଅଞ୍ଚଳରେ_ବୃଷଭଙ୍କ_କ୍ଷୀର_ପିଇବା_ଭିଡିଓ_ଭାଇରାଲ !
ପାଟଣାଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ଶିବ ମନ୍ଦିର ଓ ହରିଶଙ୍କର ସ୍ଥିତ ଶିବ ମନ୍ଦିରରେ ଗତ ରାତିରେ ବୃଷଭ କ୍ଷୀର ପିଉଥିବା ଏକ ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଏହି ଖବର ଶୁଣି ଲୋକେ ପାଟଣାଗଡ଼ ପାଢେଲ ଓ ହରିଶଙ୍କର ଶିବ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଓ ଭକ୍ତଙ୍କ ମନରେ ଉତ୍ସାହ ପରିଲିକ୍ଷିତ ହୋଇଥିଲା
#Patnagarh #ViralVideo #Harishankar #ArgusNews #Odisha