ସୁଗୋ ଗ୍ରାମର ଜଣେ ଯୁବକ ଏବଂ ରାଜପୁର ଗ୍ରାମୀର ଯୁବତୀ ଦୁଇଜଣ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ । ବିବାହର ପ୍ରାୟ 20 ରୁ 25 ଦିନ ହୋଇ ଥିବା ବେଳେ ଯୁବତୀ ତାଙ୍କ ପରିବାର ଲୋକେ ଥାନାରେ ଦୁର୍ଷ୍କମ ଅଭିଯୋଗ କରିଥିଲେ। ଥାନାରେ ବସି ସମାଧାନ ଚାଲିଥିବା ବେଳେ ଯୁବକ ବିଷ ପିଇଦେଇଥିଲେ। ଯୁବକଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ।
#Jaleswar #policestation #poison #Odisha #ArgusNews