ରାଜନୀତିର ପଶାପାଲିରେ ଗରୀବ ନିରୀହ ଚାଷୀ। ଏମାନଙ୍କ ସମସ୍ୟାକୁ ମୁଦ୍ଦା କରି ସମସ୍ତ ରାଜନୈତିକ ଦଳ ନିର୍ବ।ଚନୀ ବୈତରଣୀ ପାର ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଚାଷୀଙ୍କ ସ୍ବାର୍ଥରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବୃହଊ ଉଠା ଜଳସେଚନ ପ୍ରହସନରେ ପରିଣତ ହେବା ବୁଦ୍ଧିଜୀବିମାନଙ୍କୁ ଚିନ୍ତାରେ ପକାଇଛି।
#irrigationprojects #irrigationsystem #gajapati #farmersproblem #gajapatinews #odishagovt #odisha #argusnews