ଧାମନଗର ଉପ ନିର୍ବାଚନରେ ୨୫ରୁ ୩୦ ହଜାର ବ୍ୟବଧାନରେ ବିଜେଡି ଜିତିବ । ସାଧାରଣ ଲୋକଙ୍କ ପାଇଁ ବିଜେଡି କାମ କରୁଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ଭୋଟ୍ ମାଇନସ କରିବେ ନାହିଁ । ସବୁ ଉପ ନିର୍ବାଚନରେ ବିଜେଡି ଜିତିଛି । ଆମେ ନ ପାରିଲେ ସୁପ୍ରିମୋ ପ୍ରଚାରକୁ ଯିବେ
#Dhamnagar #Bypoll #ElectionCampaign #PramilaMalick #ArgusNews #Odisha