ରାଷ୍ଟ୍ରପତିଙ୍କ ଜୀବନୀ ଲେଖିଲେ ତେଜସ୍ଵୀନି। ଖେଳିବା ବୁଲିବା ସମୟରେ ସେ ଭାବିଛନ୍ତି ଜାତି ଆଉ ଦେଶର କଥା। ସାଙ୍ଗ ମାନଙ୍କ ସହ ଖେଳ ବୁଲ ନ କରି ସେ ଜାରି ରଖିଛନ୍ତି ଲେଖନା ଚାଳନା। ଯୁକ୍ତ ଦୁଇରେ ପଢୁଥିବା ତେଜସ୍ଵନି ପଣ୍ଡାଙ୍କୁ ମାତ୍ର ୧୭ ବର୍ଷ ଏହି ବୟସରେ ଲେଖିଛନ୍ତି ଭାରତର ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ କାହାଣୀ।
#biograpy #presidentdroupadimurmu #launched #bhubaneswar #droupadimurmu #odisha #argusnews