#ଚୁକ୍ତିଭିତ୍ତିକ_ନିଯୁକ୍ତିରୁ_ବାଦ୍_ପଡ଼ିଲେ_ପ୍ରାଥମିକ_ଶିକ୍ଷକ
#ପ୍ରାଥମିକ_ଶିକ୍ଷକଙ୍କୁ_ରାଜ୍ୟ_ସରକାରଙ୍କ_ଧୋକା !
୧୫ ଶହ ଟଙ୍କାରୁ କାମ ଆରମ୍ଭ କରିଥିବା ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରିଥିବା ଅଭିଯୋଗ ହୋଇଛି । ୨୦୦୧ ମସିହାରୁ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବାରେ ଏହି ଶିକ୍ଷକମାନେ ଅଣ୍ଟା ଭିଡିଥିଲେ । ଦୀର୍ଘ ୨୨ ବର୍ଷ ଧରି ଅବିରତ କାମ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ହକ୍ ମିଳିନାହିଁ
#contractualemployment #Primaryteachers #Bhubaneswar #Odisha #ArgusNews