ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନକୁ ସ୍ଵୀକୃତି ପ୍ରଦାନ କରିଛନ୍ତି ହାଇକୋର୍ଟ। ନିମ୍ନ ଅଦାଲତ ପୁଞ୍ଜିଲାଲକୁ ଜାମିନ ପ୍ରଦାନ କରିଥିବା ବେଳେ ତାହାକୁ ସ୍ଵୀକୃତି ଦେଇଛନ୍ତି ହାଇକୋର୍ଟ।
#patnagarh #parcelbombblast #HighCourt #punjilalmeher #ArgusNews