#କାମରେ_ଆସୁନି_ମାର୍କେଟ_କମ୍ପ୍ଲେକ୍ସ
୧୩ ବର୍ଷ ପରେ ବଣ୍ଟନ ହୋଇ ପାରିଲାନି ମାର୍କେଟ କମ୍ପ୍ଲେକ୍ସ ଗୃହ । ବେକାରୀ ସମସ୍ୟା ସମାଧାନ ଓ ସାଧାରଣ ଲୋକଙ୍କୁ ରୋଜଗାର ଦେବାକୁ ପୁରୀ କାକଟପୁର, ଅସ୍ତରଙ୍ଗ, ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିଲା ମାର୍କେଟ କମ୍ପ୍ଲେକ୍ସ ।
#MarketComplex #Puri #Kakatpur #employment #Odisha #ArgusNews