କଣାସ ଚୁପୁରିଂ ପଂଚାୟତ ପାହିଲୁଣ୍ଡି ଗାଁ ନିକଟ କଉଡ଼ିଆ ପୁର ଠାରେ ମକରା ନଦୀ ରେ ଏକ ୫ ମିଟର ର ଘାଇ ସୃଷ୍ଟି ହଇଛି l ଏଇ ଘାଇ ଶୃଷ୍ଟି ହେବା ଫଳରେ ସହୁପଡ଼ା, ବକୁ, ଅଡାଲ ବଡାଲ, କାଦୁଆ, ଗଡ଼ ଖାରଦ୍, ଦେଇପୂର୍, ଚୂପୁରିଂ, ଗଡ ବଳଭଦ୍ର ପୁର ପଂଚାୟତ ଆଦି ୯ ଗୋଟି ପଂଚାୟତ ର ପ୍ରାୟ ୫୦ ରୁ ଉର୍ଦ୍ଧ ଗାଁ ର ଲୋକ ପ୍ରଭାବିତ ହେବ l
#Puri #Kanasa #Flood #ArgusNews #Odisha