କୋଣାର୍କ ମେରାଇନ୍ ରାସ୍ତା କଡ଼ରେ ରୋପଣ ହେବ ତିନି ଥାକିଆ ତାଳଗଛ । ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜ ପକ୍ଷରୁ ଏହାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ। ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପୁରୀ ବନ୍ୟପ୍ରାଣୀ ବନଖଣ୍ଡକୁ ନିର୍ଦେଶ ଦେଇଛନ୍ତି
#Puri #PuriKonarkmerinedriveroad #palmtree #ArgusNews