ଅବହେଳିତ ଅବସ୍ଥାରେ ରହିଛି ପୁରୀ ପିପିଲି ଦାଣ୍ଡମୁକୁନ୍ଦପୁର ଗୋପୀନାଥ ଦେବଙ୍କ ମନ୍ଦିର । ମନ୍ଦିରର ଗର୍ଭଗୃହରୁ ପାଣି ଗଳୁଥିବା ବେଳେ ଭୁଷୁଡ଼ି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଢ଼ ବର୍ଷ ପରେ ବି ଆରମ୍ଭ ହୋଇନି ମରାମତି କାମ
#Puri #Pipili #Dandamukundapurtemple #repair #ArgusNews