#ଡରାଉଛି_ବାତ୍ୟା_ପଲିଥିନ_ତଳେ_ଜୀବନ !
ସଜାଡିବାରେ ଲାଗିଛନ୍ତି ଭଙ୍ଗା କାନ୍ଥ ଉପରେ ଚାଞ୍ଚଛପର ଆଉ ସଜାଡି ହେଉଛି ଚିରା ପଲିଥିନ । ସରକାରୀ ବାବୁଙ୍କ ଟେବୁଲ ତଳେ ଚାପି ହୋଇଗଲା ଗରିବଙ୍କ ଭଙ୍ଗା କୁଡ଼ିଆର ବାସ୍ତବ ଚିତ୍ର, ଆଖିରୁ ଝରୁଛି ଲୁହ । କେବେ ଶୁଣିବେ ସରକାର ? କିଏ ନେଲା ପ୍ରଧାନମନ୍ତ୍ରୀ ଆବାସ ଘର
#Puri #Satyabadi #AwasYojana #PakkaGhara #Corruption #ArgusNews #Odisha