ପୁରୀରେ ବଢ଼ିବାରେ ଲାଗିଛି ଧଳାଜହର କାରବାର । ଡେଲାଙ୍ଗ ଥାନା ବେରାବୋଇରୁ 153 ଗ୍ରାମ ବ୍ରାଉନସୁଗର ଜବତ କଲା ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍ । ଘଟଣାରେ ସମ୍ପୃକ୍ତ ରାଜକିଶୋର ବେହେରାକୁ ଗିରଫ କରାଯାଇଛି ।
#Puri #delang #brownsugarraid #arrested #Odisha #ArgusNews
Be the first to know any news. You will get latest stories and video updates through the day. You can turn them off anytime.