#ଓଡ଼ିଶାକୁ_ଛୁଟୁଛି_ଗୋଟିଏ_ପରେ_ଗୋଟିଏ_ଜାତୀୟ_ପୁରସ୍କାର
ନିମାପଡା ବ୍ଲକର ଇଶ୍ବର ଚନ୍ଦ୍ର ନାୟକଙ୍କ ପରେ ଜାତୀୟ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି ଆଉ ୩ ଜଣ । ଜାତୀୟ ହସ୍ତଶିଳ୍ପ ପାଇଁ ପୁରୀ ପିପିଲି ଓ ଚନ୍ଦନପୁର ଅଞ୍ଚଳରୁ ୨ ମହିଳା ଓ ଯାଜପୁରରୁ ଜଣେ ପ୍ରତିଭାଙ୍କୁ ମିଳିବ ଏହି ସମ୍ମାନ ।
#nationalaward #nationalhandicrafts #Puri #Pipili #Odisha #ArgusNews