ପୁରୀ ଏସପିଙ୍କ ମହାନତା । ଲମ୍ବା ବ୍ୟାରିକେଡ଼ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଭକ୍ତ ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ବାଣ୍ଟିଲେ ଏସପି । ସେହିପରି ଦିବ୍ୟଙ୍ଗ ଭକ୍ତଙ୍କୁ ଦର୍ଶନ କରାଇଲେ ପୋଲିସ ଅଧିକାରୀ
#Puri #RathaYatra2022 #OdishaPolice #Humanity #ArgusNews