#ପ୍ରଶ୍ନ_ଉଠାଇଲେ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ
#ଶିକ୍ଷା_ଓ_ସ୍ବାସ୍ଥ୍ୟ_ବିଭାଗର_ନିଯୁକ୍ତିକୁ_ନେଇ_ଉଠାଇଲେ_ପ୍ରଶ୍ନ
ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସରକାରଙ୍କ ଘୋଷଣା ଶିକ୍ଷା ଓ ସ୍ଵାସ୍ଥ୍ୟ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ନିରାଶ କରିଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।
#UnionMinister #DharmendraPradhan #employment #OdishaGovt #Odisha #ArgusNews