ମିଳିମିଶି ଲୁଟ କରିବାରେ ଆଗରେ ରହିଛି ରଣପୁର ରେଗୁଲେଟ ଡ ମାର୍କେଟ କମିଟିର ଗୃହ ବିଭାଗର ରାଜ୍ୟ ପର୍ଣ୍ୟ ଗ୍ରାହକର୍ପରେଷନ୍l ଏଠି ଠିକାଦାର ଓ ଯନ୍ତ୍ରୀଙ୍କ ମିଳିତ ଉଦ୍ୟମରେ ଚାଲିଛି କୋଟି କୋଟି ଟଙ୍କାର ଠକେଇ l ୧କୋଟି ୧୦ ଲକ୍ଷ ଟଙ୍କାର ରେଗୁଲେଟଡ୍ ମାର୍କେଟ କମିଟି ଗୃହର କାମରେ ନିମ୍ନ ମାନର ଲୁହା ଛଡ଼, ସିମେଣ୍ଟ ବ୍ୟବହାର ହେଉଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
#RMCWork #Corruption #Nayagarh #Ranpur #Odisha #ArgusNews