ଜଗନ୍ନାଥ ବଞ୍ଚାଇ ଦେଲେ, ପୁରୀ ଯାଇ ଜଗାର ଦର୍ଶନ କରିବୁ । ଜୀବନ ନେଇ ପୁଅ ଘରକୁ ଫେରିବା ପରେ କିଛି ଏମିତି ଥିଲା ରାହୁଲଙ୍କ ମାଆଙ୍କ ପ୍ରତିକ୍ରିୟା । ଡାକ୍ତରଖାନାରେ ୧୦ ଦିନ ଧରି ଚିକିତ୍ସା ପରେ ଘରକୁ ଫେରିଛନ୍ତି ରାହୁଲ ।
#Rahulreturnhome #Puri #jagannath #Rahulmaother #Treatment #Chhattisgarh #Odisha #ArgusNews