ବୟସର ଅପରାହ୍ନରେ ବାପା ମାଆଙ୍କ ଉପରେ ବଢିଲା ପୁଅର ବୋଝ। ଏକମାତ୍ର ରୋଜଗାରିଆ ପୁଅ ଏବେ ଅଜଣା ରୋଗରେ ପୀଡିତ । ରୋଜଗାର କରିବାକୁ ଯାଇ ଦୁର୍ଘଟଣାର ଶୀକାର ହୋଇଥିଲା ଏକମାତ୍ର ପୁଅ। ଚିକିତ୍ସା ପରେ ଏକ ଅଜଣା ରୋଗ ମାଡ଼ି ବସିଛି ତାଙ୍କୁ
#Cuttack #mahanga #NeedHelp #Treatment #RajeshSwain #ArgusNews