#ବିରଳ_ପ୍ରଜାତିର_କଇଁଛ_ଉଦ୍ଧାର
କେନ୍ଦ୍ରାପଡା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ଗଗୁଆ ଗ୍ରାମ ପଞ୍ଚାୟତର ରତନପଡା ଗ୍ରାମର ଚନ୍ଦ୍ରମଣୀ ସେଠୀ ନାମକ ଜଣେ ମାଛ ଧରାଳୀ ଗୋବରୀ ନଦୀରୁ ଡଙ୍ଗା ସାହାଯ୍ୟରେ ଜାଲରେ ପ୍ରତିଦିନ ମାଛଧରି ନିଜ ପରିବାର ଭରଣ ପୋଷଣ କରୁଥିବା ବେଳେ ଏକ ସୁନେଲି ରଂଗର କଇଁଛ ତାଙ୍କ ଜାଲରେ ପଡିଥିଲା
#Kendrapara #GoldenTurtle #Odisha #ArgusNews