ବ୍ରହ୍ମପୁର ସ୍ତ୍ରୀର ହକ ଦାବିରେ ଦୀପିକାଙ୍କ ଧାରଣା ଘଟଣା। ଅପରାହ୍ନରେ ଉତ୍ତେଜନା ସ୍ଥିତି ଉପୁଜିବା ପରେ ଘଟଣା ସ୍ଥଳରେ ଟାଉନ ଏସଡିପିଓ ପହଞ୍ଚି ପଚାରିବୁଝିଛନ୍ତି। ଦୀପିକାଙ୍କ ସହ ମାମଲାକୁ ନେଇ ଆଲୋଚନା କଲେ ଟାଉନ ଏସଡିପିଓ ବିଷ୍ଣୁ ପତି। ଶୁଣନ୍ତୁ ତାଙ୍କର ପ୍ରତିକ୍ରିୟା...।
#Berhampur #LoveSexDhoka #justice #Deepika #odisha #ArgusNews