ରସୁଲଗଡ଼ ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା ।
ବାଇକକୁ ଦ୍ରୁତ ଗତିରେ ପିଟିଲା କାର ।
ପୋଲ ଉପରୁ ତଳକୁ ଛିଟିକି ପଡିଲେ ସ୍ୱାମୀ ସ୍ତ୍ରୀ ।
ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିବା ବେଳେ ରସୁଲଗଡ଼ ବ୍ରିଜ ଉପରେ ବାଇକ ରେ ଯାଉଥିବା ଦମ୍ପତିଙ୍କୁ ପଛ ଆଡୁ ପିଟିଥିଲା କାର ।
#Accident #Car #Bike #bhubaneswar #Odisha #ArgusNews