#ରାସ୍ତା_ନାହିଁ_କାଦୁଅ_ରାସ୍ତା_ହିଁ_ଭରସା
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡଫୁର୍ଲ ପଞ୍ଚାୟତର ସାନ ଫୁର୍ଲା ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ସ୍ଥାନୀୟ ଅଞ୍ଚଳର ଏହା ପ୍ରମୁଖ ରାସ୍ତା ହୋଇଥିବା ବେଳେ ଲୋକେ ଯାଆସ ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
#RoadProblem #development #OdishaGovt #public #Kalahandi #ArgusNews