ରାଉରକେଲା ଜୟପ୍ରକାଶ ହସ୍ପିଟାଲରେ ବିଶ୍ବ ଓଷ୍ଟିଓପୋରୋସିସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହାଡ଼ ଜନିତ ସମସ୍ୟା ବିଷୟରେ ଡାକ୍ତରମାନେ ବୁଝାଇବା ସହ କିଛି ଲୋକଙ୍କର ପରୀକ୍ଷା ମଧ୍ୟ କରିଥିଲେ ।
#JayprakashHospital #Rourkela #Sundargarh #Odisha #ArgusNews