ଆଜି ରାକ୍ଷୀ ପୁର୍ଣିମା। ସବୁ ଭଉଣୀ ମାନେ ଏହି ଦିନକୁ ଚାତକ ପରି ଜଗି ବସିଥାଆନ୍ତି । ଧନୀଠୁ ଗରୀବ ସମସ୍ତେ ରାକ୍ଷୀ ବାନ୍ଧିଥାନ୍ତି । ଆଜି ରାଉରକେଲାର ଏମିତି ଏକ ଅଞ୍ଚଳରେ ଦେଖିଥିଲୁ ଯେ ଗୋଟେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ବେଶ ଖୁସି ଥିଲା ।
#Rourkela #Rakhipurnima #celebration #Poor #ArgusNews