#ସଧବାଙ୍କୁ_ବିଧବା_ଭତ୍ତା
ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ l ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଏକମାଣିଆ ପଞ୍ଚାୟତରେ l ପଞ୍ଚାୟତର 17 ଜଣ ସଧବା ମହିଳା ଏବେ ସରକାରୀ ତାଲିକାରେ ବିଧବା ଭାବେ ତାଲିକା ଭୁକ୍ତ ହୋଇ ପାଉଛନ୍ତି ବିଧବା ଭତ୍ତା l
#Kendrapara #Aul #Allowance #WidowPension #Corruption #Odisha #ArgusNews