#ସ୍ତ୍ରୀକୁ_ହତ୍ୟା_କଲା_ମଦ୍ୟପ_ସ୍ବାମୀ
ହତ୍ୟା ସତ ଲୁଚାଇବାକୁ ଯାଇ ବାସଗୃହରେ ପୋତିଦେଲା। ୪୫ ଦିନ ପରେ ଆଜି ମାଟିତଳୁ ମୃତ ଦେହ ଉଦ୍ଦାର । ଜମନକିରା ଥାନା ବଡରମାଲ ରାଉତପଡାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା।
#Murdercase #HusbandKilledWife #sambalpur #Kuchinda #Odisha #ArgusNews