ବଛର୍ ବଛର୍ ବିତି ଯାଉଛେ ହେଲେ ଘର୍ କାଣା ଜାନି ନାଇ ପାରବା । ଭଙ୍ଗା ଦଦ୍ରା ଝାଟିମାଟି ଘରେ ଦିନ୍ କଟୁଛେ । ଆଏଜକେ 50 ବଛର୍ ହେବା ମାଟି ଘରେ ରହି ଆସୁଛନ୍ । ପଂଚାୟତ ଆର୍ ବ୍ଲକ କାର୍ଯ୍ୟାଳୟକେ ନର୍ଦି ନର୍ଦି ହଇରାନ ହେଲେନ l ହେଲେ ସରକାରଙ୍କର୍ ଆବାସ ଯୋଜନା ଇ ମାନକଁର ଲାଗିର୍ ସାତ ସପନ ପାଲଟିଛେ
#Sambalpur #Redhakhol #AwasYojanaFailed #ArgusNews #Odisha