#ପାଣି_ପାଇଁ_ପିଏଚଡି_ଅଫିସ_ଘେରାଉ
ସମ୍ବଲପୁର ସହରର ୧୦ ରୁ ୧୨ଟି ପଡାରେ ପିଇବା ପାଣି ଆସୁ ନଥିବା ଅଭିଯୋଗ । ପାଣି ପାଇଁ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି । ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ପିଏଚଡି ଅଫିସ ଘେରାଉ କରାଯାଇଛି ।
#sambalpur #BJP #Protest #WaterProblem #PublicIssue #Odisha #ArgusNews