#ପୁରୀରେ_ଅନ୍ତର୍ଜାତୀୟ_ଏୟାରପୋର୍ଟ_ସ୍ଥାପନକୁ_ବିରୋଧ !
ପୁରୀରେ ଅନ୍ତର୍ଜାତୀୟ ଏୟାରପୋର୍ଟ ସ୍ଥାପନକୁ ବିରୋଧ । ବିରୋଧ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ବିମାନ ବନ୍ଦର ହେଲେ ଗୋଚର ଭୂମି ଲୋପ ପାଇବ ବୋଲି ଶଙ୍କରାଚାର୍ଯ୍ୟଙ୍କ ମତ
#Puri #Airport #Shankaracharya #Landissue #Odisha #ArgusNews