#ଅବ୍ୟବସ୍ଥା_ଘେରରେ_ଶ୍ରୀକ୍ଷେତ୍ର
#ଅବହେଳିତ_ଅବସ୍ଥାରେ_ମାଳତିପାଟପୁର_ବସଷ୍ଟାଣ୍ଡ
ରଥଯାତ୍ରାକୁ ଆଉ ଦିନ କେଇଟା ଥିବା ବେଳେ ଭିତ୍ତିଭୂମି ସଜାଡ଼ିବା କଥା ଭୁଲି ଯାଇଛି ପ୍ରଶାସନ । ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ପୁରୀକୁ ଆସିବେ ୧୦ ଲକ୍ଷରୁ ଅଧିକ ଭକ୍ତ । କିନ୍ତୁ ଏବେବି ଅବହେଳିତ ଅବସ୍ଥାରେ ପଡି ରହିଛି ମାଳତିପାଟପୁର ବସଷ୍ଟାଣ୍ଡ
#Puri #MalatipatpurBusStand #Odisha #ArgusNews