କଳା ଅଛେ ହେଲେ ପ୍ରୋତ୍ସାହନ ନାଇଁ ମିଲବାର୍ । ଏନ୍ତା ଚିତ୍ର କରୁଛନ୍ ଆପନ୍ ବି ଦେଖଲେ ଆକାବାକା ହେଇଯିବେ । ସୋନପୁର ଜିଲ୍ଲାର୍ ଉପାନ୍ତନେ ଥିବାର୍ ଅମରପାଲି ଗାଁର ନିତୁ ନିର୍ମଳା ସାହୁଙ୍କ ବିନା ତାଲିମରେ ଫଟୋ ଦେଖିକି ପେନସିଲ ମୁନେ ଅ।ଙ୍କି ଦେଉଛନ୍ ଭିନ୍ ଭିନ୍ ଚିତ୍ର ।
#Art #Artist #Photo #Sonepur #Amarapali #Pencil #ArgusNews #Odisha