ଖୁବ ଶୀଘ୍ର ଭାରତ ହେବ ହିନ୍ଦୁ ରାଷ୍ଟ୍ର। ସେହି କ୍ରମରେ ପ୍ରଚେଷ୍ଟା ଜାରି ରହିଛି। ଧୀରେ ଧୀରେ ସେ ନେଇ ବାଟ ଖୋଲୁଛି। ଭୁବନେଶ୍ବରରେ ହିନ୍ଦୁରାଷ୍ଟ୍ର ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମତ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ
#Bhubaneswar #Sankaracharya #NischalanandaSaraswati #Odisha #ArgusNews