ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସଵମୁଖର ଦେଶ । ଭକ୍ତି ଓ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରୁଛନ୍ତି ଶ୍ରଦ୍ଧାଳୁ । ଏଥର ଦୁଇ ଦିନଧରି ପାଳିତ ହେଉଛି ଜନ୍ମାଷ୍ଟମୀ । ଆଜି ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିବେ ଶ୍ରୀକୃଷ୍ଣ
#Janmastami #SrikrushnaBirthday #celebrating #ArgusNews
Be the first to know any news. You will get latest stories and video updates through the day. You can turn them off anytime.