ଭୁବନେଶ୍ବର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା । ଅଭିଯୁକ୍ତ ପୁରୁଷ ବନ୍ଧୁକୁ ୨ ଦିନିଆ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ । ଆଜିଠୁ ଚିତ୍ତରଞ୍ଜନ ଜେନାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ ।
#Bhubaneswar #SubhashreeDeathCase #policeremand #boyfriend #Odisha #ArgusNews