#ସ୍ମାର୍ଟ_ସିଟିନେ_ସ୍ବାସ୍ଥ୍ୟସେବା_ବେହାଲ୍
ରୁଗୀକଁର୍ ଜୀବନ ସାଙ୍ଗେ କାଁଯେ ଖେଲୁଛେ ସ୍ବାସ୍ଥ୍ୟ ବିଭାଗ୍ ? ନା ବେଡ଼ ଅଛେ, ନା ହିଁ କେନ୍ସି ବ୍ୟବସ୍ଥା ଅଛେ । ଛଟ ପଟ ହେଉଛନ୍ ଗର୍ଭବତୀ ମହିଲା ଆର୍ ଜନମ୍ ହେଲା ଛୁଆ। ନବଜାତ ଶିଶୁକେ ତଲେ ଶୁଆବାକେ ବାଧ୍ୟ ହେଉଛନ୍ । ନାଁନେ ଖାଲି ସ୍ମାର୍ଟ ସିଟି ହେଉଛେ ହେଲେ ସରକାରୀ ଡାକ୍ତରଖାନାନେ ସ୍ବାସ୍ଥ୍ୟସେବା ବେହାଲ୍ ହେଇପଡିଛେ ।
#patientissue #governmenthospital #rourkela #healthcare #rourkelanews #sundargarh #odisha #argusnews