#ଗୋଟିଏ_ମଞ୍ଚରେ_ଏକାଠି_ନାଚିଲେ_ସୁର_ଓ_ତାରା
ଖଡ଼ିଆଳ ଠାରେ ଗୋଟିଏ ମଞ୍ଚରେ ସମ୍ବଲପୁରୀ ଗୀତରେ ନାଚିଲେ ବିଧାୟକ ସୁରରାଉତ ରାୟ ଓ ବିଧାୟକ ତାରାବାହୀନି ପତି। କଂଗ୍ରେସର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବଲପୁରୀ ଗୀତରେ ନାଚି ଲୋକଙ୍କୁ ହସାଇଛନ୍ତି ଦୁହେଁ...।
#khariar #SuraRoutray #TaraPrasadBahinipati #dancing #Odisha #ArgusNews