ଆଜି ଆଶ୍ବିନ ମାସର ପବିତ୍ର ମହାଳୟା । ଆଶ୍ବିନ ମାସରେ ଦହି ଦହନାର ବାସ୍ନାରେ ମହକି ଉଠିଥାଏ ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପିଠ ସୁବର୍ଣ୍ଣପୁର । ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ବରୀ ଧବଳମୁଖି ବେଶରେ ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି
#Subarnapur #MaaSuseswari #DhabalamukhiBesa #ArgusNews #Odisha