#୧୪_ବର୍ଷ_ପରେ_ବି_ନ୍ୟାୟକୁ_ଅପେକ୍ଷା !
୧୪ ବର୍ଷ ତଳେ ଏହି ଜନ୍ମାଷ୍ଟମୀ ତିଥିରେ ହୋଇଥିଲା ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଯାହା ସାରା ଦେଶରେ ଚହଳ ପକାଇଦେଇଥିଲା । ଜନ୍ମଷ୍ଟମୀ ରାତିରେ କନ୍ଧମାଳ ଜଲେଶପଟା କନ୍ୟାଶ୍ରମ ଉତ୍ସବମୁଖର ଥିବା ବେଳେ ଆତତାୟୀମାନେ ନିର୍ମମଭାବେ ଗୁଳିକରି ୮୪ ବର୍ଷୀୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କର ଅନୁଗାମୀଙ୍କୁ ହତ୍ୟା କରିଥିଲେ। ଘଟଣାକୁ ୧୪ ବର୍ଷ ପୁରିଛି । କିନ୍ତୁ ନା ହତ୍ୟାକାରୀଙ୍କୁ ଦଣ୍ଡମିଳିଲା ନା ହତ୍ୟା ଷଡ଼ଯନ୍ତ୍ରକାରୀ କିଏ ଧରାପଡ଼ିଲା । ଦେଖିବା ଏହି ରିପୋର୍ଟ
#SwamiLaxmanandaSaraswati #Kandhamala #OdishaPolice #ArgusNews #Odisha