#ଜଶନ୍_ଇ_ଖାସ୍_ଫୁଡ୍_ଫେଷ୍ଟିଭାଲ୍
ହୋଟେଲ ସ୍ଵସ୍ତି ଗ୍ରାଣ୍ଡରେ ଜଶନ୍-ଇ-ଖାସ୍ ଫୁଡ୍ ଫେଷ୍ଟିଭାଲ୍ ର ଶୁଭାରମ୍ଭ ହୋଇଛି। 5 ଅଗଷ୍ଟରୁ 14 ଅଗଷ୍ଟ ପର୍ଯ୍ୟନ୍ତ ଏହି ଫୁଡ୍ ଫେଷ୍ଟିଭାଲ୍ ଆରମ୍ଭ ହୋଇଛି । ବିଶେଷକରି ସହରକୁ ଆସୁଥିବା ଗ୍ରାହକଙ୍କ ପାଇଁ ଏହି ଫୁଡ ଫେଷ୍ଟିଭାଲ୍ ଖୋଲିଛି ସ୍ଵସ୍ତି ଗ୍ରାଣ୍ଡ।
#Bhubaneswar #SwostiGrand #foodfestival #Odisha #ArgusNews