ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣୁ ନାହାନ୍ତି ଥାନା ବାବୁ । DCP କହିବା ପରେ ମଧ୍ୟ ଶୁଣୁ ନାହାନ୍ତି ଲିଙ୍ଗରାଜ ଥାନା ଅଧିକାରୀ । ରାମେଶ୍ୱର ପାଟଣା ବାରିକ ସାହିରେ ଏକ ସରକାରୀ ଜମିରେ ୪୦ ବର୍ଷ ହେବ ରହୁଛନ୍ତି କବିତା ବାଣୁଆ । ହେଲେ ୫ ଦିନ ହେବ ତାଙ୍କ ଘର ଚାରିପଟେ ଜମି ମାଲିକ ପାଚେରି କରିଥିବାରୁ ଘରୁ ବାହାରିପାରୁ ନାହାନ୍ତି କବିତା ଓ ତାଙ୍କ ବାପା ।
#Bhubaneswar #LingarajPoliceStation #governmentland #LandIssue #Odisha #ArgusNews