କଂଗ୍ରେସ ବିଧାୟକ ସିଏସ୍ ରଜିନ୍ ଏକ୍କାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଲେ ବିଜେଡି ବିଧାୟକ ଟିମ୍। ଟିମ୍ ରେ ଅଛନ୍ତି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ, ସ୍ନେହାଙ୍ଗିନୀ ଛୁରିଆ ଓ ରାଜକିଶୋର ଦାସ। ସେମାନେ ଦ୍ରୌପଦୀ ମିର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ।
#BJPlegislativeteam #Visit #CongressMLA #DraupadiMurmu #ArgusNews