ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସାମିଲ ହେବ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ। ସେପ୍ଟେମ୍ବର ୨ରେ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଯୁଦ୍ଧପୋତ INS ବିକ୍ରାନ୍ତ ।
#IndianNavy #stronger #aircraft #PrimeMinister #NarendraModi #INSVikrant #ArgusNews