ଆଜି ବାହାରିନ୍ ଓଡ଼ିଆ ସମାଜ ତରଫରୁ ପାଳନ ହେଉଛି ଓଡିଆ ନବବର୍ଷ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡିଶା ବାହାରେ ବିଦେଶ ମାଟିରେ ଓଡ଼ିଶାର କଳା ସଂସ୍କୃତି ଏବଂ ହସ୍ତଶିଳ୍ପକୁ ପ୍ରଚାର କରିବା । ବାହାରିନରେ ପାଳନ ହେଉଥିବା ଉତ୍କଳ ଦିବସରେ ବାହାରିନ୍ ସରକାରଙ୍କର ପ୍ରତିନିଧି ଭାଗନେଉଛନ୍ତି
#Baharain #OdiaNewYear #Odiasamaja #celebrating #ArgusNews #Odisha