#ଗାଁ_ଦାଣ୍ତରେ_ଦିନରେ_ବୁଲିଲା_ଭାଲୁ
କେନ୍ଦୁଝର ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଭାଲୁ ଗ୍ରାମ ଭିତରକୁ ପ୍ରବେଶ କରିଛି। ମା'ଛୁଆ ତିନିଟି ଭାଲୁ ଗ୍ରାମ ମଧ୍ୟରେ ପ୍ରବେଶ କରିବଥିବାରୁ ଲୋକେ ଆତଙ୍କିତ ହୋଇଛନ୍ତି।
#Keonjhar #Bears #forestdepartmet #Odisha #ArgusNews