#ମୁକୁଳା_ପଡିଛି_ନଦୀବନ୍ଧ
#ନଷ୍ଟ_ହୋଇଛି_ସମ୍ପୁର୍ଣ୍ଣ_ଚାଷଜମି
ୟାସ ବାତ୍ୟାକୁ ପୁରିଛି ଦୁଇ ବର୍ଷ, ଏବେବି ମୁକୁଳା ପଡିଛି ନଦୀ ବନ୍ଧ ଆଉ ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ଛାତିରେ ଛନକା ପଶେ କିଭଳି ରହିବେ ସୁରକ୍ଷିତ । ବାଲେଶ୍ବର ସଦର ବ୍ଲକ କୁରାଡିହା ପଞ୍ଚାୟତର ସାନଧନାଡି ଗ୍ରାମର ୧୫୦ ପରିବାର ଏବେ ଜୀବିକା ହରାଇ ଅତ୍ମହରା ହୋଇଛନ୍ତି
#Balasore #River #Odisha #ArgusNews