ଜୁଲାଇ ୧ ତାରିଖରୁ ଘରୋଇ ବସ ଧର୍ମଘଟ ପ୍ରସଙ୍ଗ। ଆଜି ପରିବହନ ମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ହେବ ବୈଠକ।ବୈଠକରେ ପରିବହନ କମିଶନର ଙ୍କ ସହ ବସମାଲିକ ଯୋଗଦେବେ। ୮ ଦଫା ଦାବି ନେଇ ମାଲିକଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ।
#Bhubaneswar #BusStrike #TransportMinister #meeting #Odisha #ArgusNews