କଟକ ମହାନଗର ନିଗମର ୪୬ ନମ୍ୱର ସ୍ଥିତ ଶିଖରପୁର ପୋତାପୋଖରୀ ଅଞ୍ଚଳରେ ସିଏମସି ମେୟର ହେଲେ ହଟହଟା। ପଙ୍କ ଉଦ୍ଧାର ପାଇଁ ଯାଇଥିବା ସିଏମସି ମେୟର ସୁବାସ ସିଂ, କଟକ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ଵାଳ ଓ ସ୍ଥାନୀୟ କର୍ପୋରେଟର ପ୍ରଳୟା ବେଉରାଙ୍କୁ ବିରୋଧ କଲେ ସ୍ଥାନୀୟ ବାସିନ୍ଦା
#Cuttack #CMC #Mayor #SubhashSingh #BJD #Odisha #ArgusNews