ଚିଲିକାର ଉଭାୟ ପାଶ୍ବରେ ଅଟକି ରହିଛନ୍ତି ସହ ସହ ଯାତ୍ରୀ । ଉଗ୍ର ରୂପ ନେଲା ପୂର୍ବ ବିବାଦ । କୃଷ୍ଣପ୍ରସାଦ ପୂର୍ବରୁ ଅଳୁପାଟଣା ଓ ତିତିପ ଗାଁର କିଛି ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଉଭୟ ଗୋଷ୍ଟି ମଧ୍ୟରେ ସମାଧାନ ପାଇଁ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ୩୫ ମୈାଜାର ଲୋକେ
#Puri #KrushnaprasadBlock #controversy #ArgusNews