ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ନୂତନ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି । 21 ଜଣ ନୂତନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହେଲେ ନୂତନ ମନ୍ତ୍ରୀମଣ୍ଡଳରେ ମଧ୍ୟ କନ୍ଧମାଳ ଜିଲ୍ଲା କୌଣସି ନେତା ସ୍ଥାନ ପାଇନଥିବା ବେଳେ ଏନେଇ ଫୁଲବାଣୀ ବାସୀଙ୍କ ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ଶୁଣିବା
#Phulbani #stategovt #cabinetminister #Odishagovt #ArgusNews